ଘୁ.ଉଦୟଗିରି ଥାନାରେ ନୂତନ ଆଇଆଇସି

ଘୁ.ଉଦୟଗିରି ଥାନାରେ ନୂତନ ଆଇଆଇସି

ଘୁ.ଉଦୟଗିରି: ଘୁ.ଉଦୟଗିରି ଥାନାରେ ନୂତନ ଥାନା ଆଇଆଇସି ଭାବେ ଭଗବାନ ପୂଜାରୀ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହି ଥାନାରେ କାର୍ଯ୍ୟରତ ଆଇଆଇସି ଅଜୟ ସ୍ବାଇଁଙ୍କ ଗଞ୍ଜାମ ଜିଲ୍ଲାକୁ ବଦଳି ହେବା ପରେ ଏହି ଥାନାରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଆଇଆଇସି ଭଗବନ ପୂଜାରୀ କାର୍ଯ୍ୟରେ ଯୋଗ ଦେଇଛନ୍ତି। ନୂତନ ଭାବେ କାର୍ଯ୍ୟରେ ଯୋଗ ଦେବା ପରେ ନିଜ ଦାୟିତ୍ୱ ଠିକ୍ ଭାବେ ତୁଲାଇବା ସହ ଅଞ୍ଚଳବାସୀଙ୍କ ସାହାଯ୍ୟ ସହଯୋଗରେ ଅଞ୍ଚଳରେ କିଭଳି ଶାନ୍ତିଶୃଙ୍ଖଳା ବଜାୟ ରହିବ ଏବଂ ସହରର ଟ୍ରାଫିକ ବ୍ୟବସ୍ଥା ସୁଦୃଢ କରିବା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe