ବଡ଼ଦିନ ପାଇଁ ଘୁ.ଉଦୟଗିରି ପୁଲିସର ଫ୍ଲାଗ ମାର୍ଚ୍ଚ

ଗୋଟିଏ ଦିନ ପରେ ଖ୍ରୀଷ୍ଟ ସାମ୍ପ୍ରଦାୟର ପବିତ୍ର ବଡ଼ଦିନ। ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ପାଇଁ ଆଜି କନ୍ଧମାଳ ଜିଲ୍ଲା ଜି ଉଦୟଗିରି ପୁଲିସ ବିଭାଗ ଆଦର୍ଶ ଥାନା ତରଫରୁ ପୁଲିସ ଫୋର୍ସ ସହ ସ୍ଥାନୀୟ ଆଇ.ଆଇ.ସି ଭାଗବାନ ପୂଜାରୀଙ୍କ ନେତୃତ୍ୱରେ ଫ୍ଲାଗ ମାର୍ଚ୍ଚ କରାଯାଇଛି।

Police flag march in G Udayagiri of Kandhmal district.

Police flag march at G Udayagiri of Kandhmal district. Photograph: (Sambad )

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe