ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ାଜଳସେଚନବିଭାଗଅଧୀନରେଡେରାବିଶଜଳସେଚନସବଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀଯନ୍ତ୍ରୀ ପ୍ରମୋଦରାୟ।ତାଙ୍କ ସହଜଡ଼ିତ୭ଟିସ୍ଥାନରେଏକକାଳୀନ ଭିଜିଲାନ୍ସ ଟିମ୍ ଚଢ଼ଉ କରୁଥିବା ଜଣାଯାଇଛି।

Advertisment

ଆଜିଅର୍ଥାତ୍୦୭-୦୩-୨୦୨୬ତାରିଖରେ, କେନ୍ଦ୍ରାପଡ଼ାଜିଲ୍ଲା-କେନ୍ଦ୍ରପଡ଼ାଜଳସେଚନଡିଭିଜନଅଧୀନରେଥିବାଛତା, ଡେରାବିଶଜଳସେଚନସବଡିଭିଜନରସହକାରୀନିର୍ବାହୀଯନ୍ତ୍ରୀ (AEE) ପ୍ରମୋଦରାୟଆୟ ବହିର୍ଭୂତ  ସମ୍ପତ୍ତିଠୁଳ କରିବାଅଭିଯୋଗରେ, ସ୍ୱତନ୍ତ୍ରବିଚାରପତି, କଟକଭିଜିଲାନ୍ସଦ୍ୱାରାଜାରିକରାଯାଇଥିବାସର୍ଚ୍ଚୱାରେଣ୍ଟବଳରେଓଡ଼ିଶାଭିଜିଲାନ୍ସ ଦ୍ୱାରା ଚଢ଼ଉ ଜାରି ରହିଛି।

Murder Child: ସାତ ବର୍ଷ ଶିଶୁକୁ ଅପହରଣ ପରେ ଗଳା କାଟି ହତ୍ୟା

ଚଢ଼ଉରେ ୨ଅତିରିକ୍ତଏସପି, ଜଣଡିଏସପି ନିୟୋଜିତ

ଜଣଅତିରିକ୍ତଏସ୍ପି, ଜଣଡିଏସ୍ପି, ଜଣଇନ୍ସପେକ୍ଟର, ଜଣଏଏସ୍ଆଇଏବଂଅନ୍ୟାନ୍ୟସହାୟକକର୍ମଚାରୀଙ୍କନେତୃତ୍ୱରେକେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ଭଦ୍ରକଏବଂଭୁବନେଶ୍ୱରରେତାଙ୍କନିମ୍ନଲିଖିତ୭ଟିସ୍ଥାନରେଏକକାଳୀନଘରତଲାସକରାଯାଉଛି।

୧. ଭୁବନେଶ୍ୱରର ବାଲିଅନ୍ତାର ଜୋହାଲାରେ ଅବସ୍ଥିତ ଶ୍ରୀ ରାୟଙ୍କ ଚାରି ମହଲା ବିଶିଷ୍ଟ କୋଠା।

୨. କଟକର ଚୌଦ୍ୱାରର ଜଜଭୈରବରେ ଶ୍ରୀ ରାୟଙ୍କ ଦୁଇ ମହଲା ବିଶିଷ୍ଟ କୋଠା।

୩. କଟକ ଜିଲ୍ଲାର ବାଙ୍କିର ରଗଡିରେ ତାଙ୍କ ପୈତୃକ ଘର।

୪. ଭଦ୍ରକର ବୁଡଙ୍ଗାରେ ତାଙ୍କ ସମ୍ପର୍କୀୟଙ୍କ ଘର।

୫. ଡେରାବିଶ ଜଳସେଚନ କାର୍ଯ୍ୟାଳୟ, କେନ୍ଦ୍ରାପଡାରେ ତାଙ୍କ କାର୍ଯ୍ୟାଳୟ ଚାମ୍ବର ଏବଂ ଅସ୍ଥାୟୀ ବାସସ୍ଥାନ।

୬ ଢେଙ୍କାନାଳ ଜିଲ୍ଲା ସାନସାଥୀବାଟିଆରେ ତାଙ୍କ ସମ୍ପର୍କୀୟଙ୍କ ଘର।

୭. ଭୁବନେଶ୍ୱରରପଟିଆରେତାଙ୍କସମ୍ପର୍କୀୟଙ୍କଘର।