ପୋଷ୍ଟର ଚିରାରୁ ଦୁଇ ଗୋଷ୍ଠୀ ବିବାଦ:ଫିକା ପଡ଼ିଲା ବିଜେଡି ସଭା

Advertisment
ବିଜେଡିରୁ ନିଲମ୍ବିତ ହେଲେ ମୟୂରଭଞ୍ଜ ଜିଲ୍ଲା ସମ୍ପାଦକ ସୁଜିତ ମହାନ୍ତି

କେନ୍ଦ୍ରାପଡ଼ା:କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ପାଇଁ କ˚ସାରରେ ସଭା ଶୋଭାଯାତ୍ରାର ଆୟୋଜନ ହୋଇଥିଲା । ଏଥିପାଇଁ ବଲିଉଡ୍‌ ଷ୍ଟାର ଗୁଲସନ୍‌ ଗ୍ରୋଭର‌୍‌ ପ୍ରଚାର କରିବାକୁ ଆସିଥିଲେ। କିନ୍ତୁ କୌଣସି କାରଣରୁ ବିଜେଡ଼ିର ଦୁଇ ଗୋଷ୍ଠୀ ଭିତରେ ବିବାଦରୁ ସକାଳେ ପୋଷ୍ଟର ଚିରା ହୋଇଥିଲା । ଫଳରେ ସଭା ବିଳମ୍ବ ହୋଇଥିଲା। ଅନୁଭବ ଆସି ନ ଥିଲେ ଓ ଗୁଲସନ୍‌ ଅଳ୍ପ ସମୟ ରହି ଚାଲି ଯାଇଥିଲେ। ଏହି ଘଟଣା ସ˚ପୃକ୍ତ ଅ˚ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe