ଜଗମୋହନପୁର: ତେଲକୋଇ ବ୍ଲକ ସରୁଆଳି ଗ୍ରାମରେ ଅଗ୍ନିକାଣ୍ଡ ଘଟି ୪ ବଖରା ଚାଳଘର ଜଳିଯାଇଛିି। ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ପାଣୁ ଖୁଣ୍ଟିିଆ (୬୦)ଙ୍କ ଘରେ ଆଜି ଅପରାହ୍ନ ତିନିଟା ବେଳେ ନିଆଁ ଲାଗିଯାଇଥିଲା। ଗାଁ ଲୋକେ ନିଆଁ ଲିିଭାଇବାକୁ ଉଦ୍ୟମ କରି ବ୍ୟର୍ଥ ହୋଇଥିଲେ। ଫଳରେ ପାଣୁଙ୍କ ଘର ଭିତରେ ଥିବା ୨୫ ବସ୍ତା ଧାନ, ୩ ବସ୍ତା ଚାଉଳ, ଲୁଗାପଟା ସହିତ ଆସବାବପତ୍ର ପୋଡି ପାଉଁଶ ହୋଇ ଯାଇଥିଲା। ଦିନମଜୁରିଆ ପାଣୁ ଖୁଣ୍ଟିଆଙ୍କୁ ଘର ଓ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us