ବାରିକେଡରେ ଚଢ଼ିଗଲା ଟ୍ରକ୍: ଅଳ୍ପକେ ବର୍ତ୍ତିଲେ ଚାଳକ

ବାରିକେଡରେ ଚଢ଼ିଗଲା ଟ୍ରକ୍: ଅଳ୍ପକେ ବର୍ତ୍ତିଲେ ଚାଳକ

ପଦ୍ମପୁର: କେନ୍ଦୁଝର ଜିଲ୍ଲାର ଯୋଡ଼ା-ବଡ଼ବିଲ ସିଧାସଳଖ ଖଣିକ୍ଷେତ୍ରକୁ ସଂଯୋଗ କରୁଥିବ‍‍ା ୨୦ନମ୍ବର ଜାତୀୟ ପଥ ବାଲିଆଗୋଡ‍ା ଓଭରବ୍ରିଜ୍ ନିକଟରେ ଆଜି (ଓଡି-ଜିର-୧-୧୮୦୧)ବିଶିଷ୍ଟ ୧୨ ଚକିଆ ଭାରସାମ୍ୟ ହରାଇ ବାରିକେଡରେ ଚଢ଼ିଯାଇଥିଲା। ତେବେ ଏହି ଦୁର୍ଘଟଣାରେ ସୈ‍ାଭାଗ୍ୟବଶତଃ ଚାଳକ ଅଳ୍ପକେ ବର୍ତ୍ତି ଯାଇଥିଲେ।ଚାଳକଙ୍କ ପରିଚୟ ମିଳିପ‍ାରିନାହିଁ।

ମଦ ପିଇ ଗାଡ଼ି ଚାଳକମାନେ ବେପରୁଆ ଗାଡ଼ିଚାଳନା କରୁଥିବାରୁ କେନ୍ଦୁଝର ଜିଲ୍ଲାରେ ଏପରି ପତିସ୍ଥିତି ଦେଖିବାକୁ ମିଳିଛି। ଦୈନଦିନ ଦୁର୍ଘଟଣା ଘଟି ନିରୀହ ଲୋକଙ୍କ ଜୀବନ ଯାଉଛି। ଜିଲ୍ଲା ପେୁଲିସ ପ୍ରଶାସନ ଗାଡ଼ି ଯାଞ୍ଚ ପ୍ରକ୍ରିୟା କଡାକଡି କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe