ବିଜେପିରେ ଯୋଗଦାନ

Advertisment
ବିଜେପିରେ ଯୋଗଦାନ

ହାଟଡ଼ିହି: ହାଟଡ଼ିହି ବ୍ଲକ ବାଲିବରେଇ ପଞ୍ଚାୟତ ନୂଆଗାଁ ଗ୍ରାମର ଶତାଧିକ କର୍ମୀ  ବିଜେପିରେ ଯୋଗଦେଇଛନ୍ତି।  ବରିଷ୍ଠ ବିଜେପି ନେତା ବିବେକାନନ୍ଦ ରାଉତଙ୍କ ବାଙ୍ଗୋର ସ୍ଥିତ ବାସଭବନରେ ନିରଞ୍ଜନ ରାଉତ, କେଦାର ପଣ୍ଡା, ପ୍ରଶାନ୍ତ ନାୟକ, ଯୋଗେନ୍ଦ୍ର ସାମଲ, ହିରୁନୁ ରାଉତ, ମଞ୍ଜୁଲତା ନାଇକ, ଇନ୍ଦୁମତି ନାଇକ, ଭକ୍ତ ଚରଣ ସାମଲ, ହେମନ୍ତ ନାୟକ, ମାନୁ ନାଇକ, ପୀତେଇ ଭୂୟାଁ, ନିର ନାଇକ, ଗୟାଧର ପଣ୍ଡା, ଜାଡ଼ି ନାଇକ, ମୁନି ନାଇକ, ନିର୍ମଳ ନାଇକ, ଗୋଲାପ ନାଇକ, ଅଜୁ ଦେହୁରୀ, ବିମଳା ନାଇକ, ରାନୁ ନାଇକ ବିଜେପିରେ ସାମିଲ ହୋଇଥିଲେ। ସମସ୍ତଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ଦଳକୁ ସ୍ବାଗତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe