ଆନନ୍ଦପୁର: ବଜ୍ରାଘାତରେ ୭ ବର୍ଷୀୟ ବାଳକ ମୃତ

Advertisment
ବଜ୍ରପାତରେ ୩ ମହିଳାଙ୍କ ମୃତ୍ୟୁ

ABC News

ଆନନ୍ଦପୁର: ଆନନ୍ଦପୁର ଥାନା ପଣସଡ଼ିହା ପଞ୍ଚାୟତ ପନସଗଡ଼ିଆ ଗାଁରେ ବଜ୍ରାଘାତରେ ଜଣେ ବାଳକଙ୍କ ମୃତ୍ୟୁ ଘଟିଛି। ମୃତ ବାଳକ ଜଣକ ହେଲେ ବୁଧୁରାମ ଗାଗରାଇଙ୍କ ୭ ବର୍ଷୀୟ ପୁଅ ସୁଶାନ୍ତ। ସେ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଘର ପାଖ ଏକ ଗଛ ମୂଳରେ ଛିଡା ହୋଇଥିବା ବେଳେ ବଜ୍ର‌ାଘାତରେ ସେହିଠାରେ ହିଁ ଟଳି ପଡ଼ିଥିଲେ। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe