ବ୍ରାହ୍ମଣୀପାଳ ମା ତାରିଣୀ ଟିପର ମାଲିକ ସଂଘର ଗୃହ ଉଚ୍ଛେଦ

Advertisment
ବ୍ରାହ୍ମଣୀପାଳ ମା ତାରିଣୀ ଟିପର ମାଲିକ ସଂଘର ଗୃହ ଉଚ୍ଛେଦ

କେନ୍ଦୁଝର: ବ୍ରାହ୍ମଣୀପାଳ ମା ତାରିଣୀ ଟିପର ମାଲିକ ସଂଘର ଗୃହକୁ ଉଚ୍ଛେଦ କରାଯାଇଛି। ସଂରକ୍ଷିତ ଜମିରେ ନିର୍ମାଣ କରାଯାଇଥିବା ହେତୁ ଏହାକୁ ଭାଙ୍ଗିବା ଲାଗି ଓଡ଼ିଶା ଉଚ୍ଚ ନ୍ୟା୍ୟାଳୟ ନିର୍ଦ୍ଦେଶ ଦେଇଥିଲେ।  ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଘଟଣାସ୍ଥଳରେ ୫ ପ୍ଲାଟୁନ୍ ଫୋର୍ସ ସହ ଚାରି ଥାନାର ଅଧିକାରୀ, ଏସପି, ଡିଏଫଓ, ତହସିଲଦାର, ଉପଜିଲ୍ଲାପାଳ ଓ ଦୈତାରି ରେଞ୍ଜର ପ୍ରମୁଖ ଉପସ୍ଥିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe