କେନ୍ଦୁଝର Latest ନଡ଼ିଆ ଗଛରୁ ପଡ଼ି ବ୍ୟକ୍ତିଙ୍କ ମୃତ୍ୟୁ Advertisment February 02, 2023, 02:33 PM IST 02 Feb 2023 14:33 IST Sambad Digital Follow Us sisat ତେଲକୋଇ: କେନ୍ଦୁଝର ଜିଲ୍ଲା ଶିରିଗିଡା ଗ୍ରାମରେ ନଡ଼ିଆ ଗଛରୁ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ତେଲକୋଇ ଥାନା ଅନ୍ତର୍ଗତ ଡିମିରିମୁଣ୍ଡା ଗ୍ରାମର ଶ୍ରୀକାନ୍ତ ବେହେରା।