ମନ୍ଦିରରେ ଦୀପ ଲଗାଉଥିଲେ ବୃଦ୍ଧା: ଶାଢିରେ ନିଆଁ ଲାଗି ଜଳିଗଲା ହାତ

ମନ୍ଦିରରେ ଦୀପ ଲଗାଉଥିଲେ ବୃଦ୍ଧା: ଶାଢିରେ ନିଆଁ ଲାଗି ଜଳିଗଲା ହାତ

କେନ୍ଦୁଝର: ଆଜି ନୂଆବର୍ଷ ପାଇଁ କେନ୍ଦୁଝର ବଳଦେବଜୀଉ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଥିବାବେଳେ ଜଣେ ବୃଦ୍ଧା ଦୀପ ଜଳାଉଥିବା ସମୟରେ ଅସାବଧାନତା ପାଇଁ ତାଙ୍କ ଶାଢିରେ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଲୋକ।ମାନେ ସଙ୍ଗେ ସଙ୍ଗେ ନିଆଁକୁ ଆୟତ୍ତ କରିଥିବା ସତ୍ତ୍ବେ ବୃଦ୍ଧାଙ୍କ ହାତ ଏବଂ ଶରୀରର ପଛ ପାଖ ପୋଡ଼ି ଯାଇଥିବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି।

ଆଜିର ଦିନରେ ଭକ୍ତଙ୍କ ଭିଡ଼କୁ ଅଣଦେଖା କରି ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା । ଏ ପରିକି କୌଣସି ଅଧିକାରୀ ମଧ୍ୟ ମନ୍ଦିରରେ ଉପସ୍ଥିତ ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe