କେନ୍ଦୁଝର: କେନ୍ଦୁଝର ସହରର ଜୁଡ଼ିଆ ସାମଲ ମୋଟର ସମ୍ମୁଖରେ ସିରିଜ୍ ଦୁର୍ଘଟଣା ଘଟିଛି। ଏଠାରେ ୨ଟି ଟ୍ରକ୍ ଓ ୩ଟି ବାଇକକୁ ଧକ୍କା ଦେଇଥିଲା ଆଉ ଏକ ଟ୍ରକ୍। ଏହାଫଳରେ ଏହି ଦୁର୍ଘଟଣାରେ ୩ଟି ବାଇକ୍ ଭାଙ୍ଗି ଚୁରମାର ହୋଇଯାଇଛି। ଏହା ସହ ତିନି ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
କେନ୍ଦୁଝରରେ ସିରିଜ୍ ଦୁର୍ଘଟଣା: ୩ଟି ବାଇକ୍ ଭାଙ୍ଗି ଚୁରମାର, ତିନି ଗୁରୁତର
Advertisment
Follow Us