ଚାକିରି ଦେବା ନାଁରେ ଠକେଇ: ବନ୍ଧା ହେଲେ ଶିକ୍ଷୟିତ୍ରୀ

Advertisment
ଚାକିରି ଦେବା ନାଁରେ ଠକେଇ: ବନ୍ଧା ହେଲେ ଶିକ୍ଷୟିତ୍ରୀ

ଆନନ୍ଦପୁର: ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ଜଣେ ଶିକ୍ଷୟିତ୍ରୀ ଗିରଫ ହୋଇଥିବା ଜଣାଯାଇଛି। ଶିକ୍ଷୟିତ୍ରୀ ଅନସୂୟା ବାରିକଙ୍କୁ ଗିରଫ କରିଛି ଘସିପୁରା ପୁଲିସ।

ଅଭିଯୋଗ ଅନୁଯାୟୀ,ଚାକିରି ଦେବା ନାଁରେ ନନ୍ଦିପଦା ଚୋରଗଡ଼ିଆ ଗୋପାଳପୁର ଗାଁର ମଧୁସ୍ମିତା ଜେନା ନାମକ ଜଣେ ଯୁବତୀଙ୍କ ଠାରୁ ୫ ଲକ୍ଷ ୮୫ ହଜାର ଟଙ୍କା ଠକିଛନ୍ତି। ଏକ ଆଶ୍ରମ ସ୍କୁଲର ଶିକ୍ଷୟିତ୍ରୀ ଥିଲେ ଅନସୂୟା। ଗିରଫ ପରେ ସେ ସ୍ବାମୀ ଫେରାର ଥିବା ଜଣାଯାଇଛି। ତାଙ୍କୁ ପୁଲିସ ଗତକାଲି କୋର୍ଟଚାଲାଣ ବି କରିଛି। ସେ ଆଉ କେତେକ ଯୁବତୀଙ୍କୁ ବି ଏଭଳି ଠକିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe