: ବଂଶପାଳ ବ୍ଲକ କଲଣ୍ଡା ପଂଚାୟତର ରବ ଗ୍ରାମରେ ମା, ଛୁଆ ହାତୀ ଦୁଇଟିର ଅସ୍ୱାଭାବିକ ମୃତ୍ୟୁ ହୋଇଛି। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ ହୋଇଛି। ତେବେ ବିଷକ୍ରିୟା ଯୋଗୁ ହାତୀ ଦୁଇଟିର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।
ଦୁଇ ହାତୀଙ୍କ ଅସ୍ୱାଭାବିକ ମୃତ୍ୟୁ
Advertisment
Follow Us