ବାତୋ କରଡ଼ାପାଳରୁ ଲକ୍ଷାଧିକ ଟଙ୍କାର ଅର୍ଜୁନ କାଠ ଜବତ, ଜଣେ ଅଟକ

ବାତୋ କରଡ଼ାପାଳରୁ ଲକ୍ଷାଧିକ ଟଙ୍କାର ଅର୍ଜୁନ କାଠ ଜବତ, ଜଣେ ଅଟକ

ରାମଚନ୍ଦ୍ରପୁର: ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ରାମଚନ୍ଦ୍ରପୁର ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବାତୋ ପଞ୍ଚାୟତର କରଡ଼ାପାଳ ଗ୍ରାମରୁ ଆଜି ସକାଳୁ ଲକ୍ଷାଧିକ ଟଙ୍କାର ଅର୍ଜୁନ ଗଣ୍ତି ଜବତ ହେବା ସହ ବେଆଇନ କାଠ ମହଜୁଦ ରଖିବା ଅଭିଯୋଗରେ ସେହି ଗ୍ରାମର ସଂଜୟ ବରାଳ ନାମକ ଯୁବକଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛିନ୍ତି ବନବିଭାଗ।

ଘଟଣା ସ୍ଥଳରେ ବନବିଭାଗର ଉଚ୍ଚ ପଦାଧିକାରୀ ସମେତ ପୁଲିସ ଫୋର୍ସ ମୁତୟନ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe