ଖୋର୍ଦ୍ଧା ଅପରାଧ ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ, ୮ଟି ଗୋରୁ ଉଦ୍ଧାର Advertisment April 27, 2021, 10:20 AM IST 27 Apr 2021 10:20 IST Sambad Digital Follow Us ଖୋର୍ଦ୍ଧା: ଖୋର୍ଦ୍ଧା ଜ଼ିଲ୍ଲା ବେଗୁନିଆ ଥାନା ଅଞ୍ଚଳରୁ ଗତ ରାତିରେ ପୁଲିସ ଏକ ଗୋରୁ ବୋଝେଇ ପିକ ଅପ ଭ୍ୟାନ ଜବତ କରିଛି l ଏହି ଗାଡ଼ିରେ ୮ଟି ଗୋରୁ ଚାଲାଣ ହେଉଥିଲେl