ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମୁକୁନ୍ଦ ପ୍ରସାଦରେ ବୋମାମାଡ଼

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମୁକୁନ୍ଦ ପ୍ରସାଦରେ ବୋମାମାଡ଼

Image Courtesy of Scroll.in

ଖୋର୍ଦ୍ଧା: ମଧ୍ୟରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ମୁକୁନ୍ଦ ପ୍ରସାଦ କଲେଜ ଛକ ନିକଟରେ ବୋମାମାଡ଼ ହୋଇଥିବାର ଖବର ମିଳିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏ ଘଟଣା ଘଟିଥିବା କୁହାଯାଉଛି। ଦୁଇ ଜଣ ଯୁବକ ଦୁଇଟି ବୋମାମାଡ଼ କରି ଫେରାର ହୋଇଛନ୍ତି। ଏନେଇ ଶିଳ୍ପାଞ୍ଚଳ ଥାନା ପୁଲିସ ତନାଘନା ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe