ଖୋର୍ଦ୍ଧା : ଏସଆଇଙ୍କୁ ବାଧ୍ୟତାମୂଳକ ଅବସର

ଖୋର୍ଦ୍ଧା : ଏସଆଇଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର : ଖୋର୍ଦ୍ଧା ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଏସଆଇ ବନମାଳି ନାୟକଙ୍କୁ ସରକାର ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି । ଏ ସଂପର୍କରେ ଜିଲ୍ଲା ଏସପି ସୂଚନା ଦେଇଛନ୍ତି । ତାଙ୍କ ନାଁରେ ମୋଟ ୯ଟି ମାମଲା ଥିଲା ଓ ଏହାମଧ୍ୟରୁ ୨ଟି ଭିଜିଲାନ୍ସ ମାମଲା ବୋଲି ଜଣାପଡିଛି । ତାଙ୍କ ଚାକିରି ଆଉ ୪ ବର୍ଷ ବାକିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe