ଭୁବନେଶ୍ବର: ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ବିଦ୍ୟୁତ କାର୍ଯ୍ୟାଳୟ ସାମ୍ନାରେ ବିଏମସି ଅଳିଆ ଗଦେଇଦେବା ପରେ ବିଦ୍ୟୁତ୍ କର୍ମଚାରୀ ଧାରଣାରେ ବସିଛନ୍ତି।
ସୂଚନା ଅନୁଯାୟୀ, ଲାଇନ ତାରରେ ଲାଗୁଥିବା ଗଛକୁ ବିଦ୍ୟୁତ୍ କର୍ମଚାରୀମାନେ କାଟିକି ଅବଶିଷ୍ଟାଂଶକୁ ଅଳିଆ ପକାଇବା ସ୍ଥାନରେ ପକାଇଥିଲେ। ପରେ ବିଏମସି କର୍ମଚାରୀମାନେ ଆସି ସେହି ଅଳିଆକୁ ବିଦ୍ୟୁତ ଅଫିସ ଆଗରେ ପକାଇଥିବା ସୂଚନା ମିଳିଛି।
କାର୍ଯ୍ୟାଳୟ ସାମ୍ନାରେ ଅଳିଆ ପକାଇଲା ବିଏମସି: ଧାରଣାରେ ବସିଲେ ବିଦ୍ୟୁତ୍ କର୍ମଚାରୀ
Advertisment
Follow Us