ଖୋର୍ଦ୍ଧା: ମୃତ ଗାଡ଼ଭାଲୁ ଉଦ୍ଧାର

Advertisment
ଖୋର୍ଦ୍ଧା: ମୃତ ଗାଡ଼ଭାଲୁ ଉଦ୍ଧାର

ନିରାକାରପୁର: ରବିବାର ସକାଳେ ୧୬ ନମ୍ବର ଜାତୀୟ ରାଜପଥରେ ଥିବା ମଳିପଡ଼ା ଛକ ଠାରୁ ଅଳ୍ପ ଦୂରରେ ଗୋଟାଏ ମୃତ ଗାଡ଼ଭାଲୁ ଉଦ୍ଧାର କରାଯାଇଛି।

ଅଣ୍ଡିରା ଗାଡ଼ଭାଲୁଟି ସେଠାରେ ଲହୁଲୁହାଣ ହୋଇ ମରିପଡ଼ିଥିଲା। ପାରିପାର୍ଶ୍ୱିକ ଅବସ୍ଥାକୁ ଅନୁଧ୍ୟାନ କଲେ ମନେହୁଏ, ଗତ ରାତିରେ ଗାଡ଼ଭାଲୁଟି ରାସ୍ତା ଅତିକ୍ରମ କରୁଥିବା ସମୟରେ କୌଣସି ଗାଡ଼ି ତାକୁ ଧକ୍କା ଦେଇ ଚାଲି ଯିବାରୁ ତା’ର ମୃତ୍ୟୁ ଘଟିଛି।

ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଖୋର୍ଦ୍ଧା ବନ ବିଭାଗ ମୃତ ଗାଡ଼ଭାଲୁଟିକୁ ରାସ୍ତାରୁ ଉଠାଇ ନେଇ ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe