ଖୋର୍ଦ୍ଧା Latest ପରୀକ୍ଷା ଚାପ: ଝୁଲି ପଡ଼ିଲେ ଯୁକ୍ତ ଦୁଇ ଛାତ୍ରୀ 03 Mar 2024 14:20 IST Sambad Digital Follow Us new indian express ଖୋର୍ଦ୍ଧା: ପରୀକ୍ଷା ଚାପ। ଝୁଲି ପଡ଼ିଲେ ଯୁକ୍ତ ଦୁଇ ଛାତ୍ରୀ। ମୃତକ ହେଲେ ଶାଶ୍ବତୀ ସୌମ୍ୟା ଶେଫାଳିକା(୧୭)।ତାଙ୍କ ଘର ପୁରୀ ଜିଲ୍ଲା କଣାସ ବ୍ଲକରେ। ସେ ଖୋର୍ଦ୍ଧାରେ ରହି ପଢୁଥିଲେ।