ଗଡ଼ଖୋର୍ଦ୍ଧା ଶ୍ରୀଜଗନ୍ନାଥ ମନ୍ଦିରରୁ ଚୋରି

ଗଡ଼ଖୋର୍ଦ୍ଧା ଶ୍ରୀଜଗନ୍ନାଥ ମନ୍ଦିରରୁ ଚୋରି

deshdigital.in

ଖୋର୍ଦ୍ଧା: ଲୁଟେରାଙ୍କ ନଜରରେ ମନ୍ଦିର। ଗତକାଲି ରାତିରେ ଦୁର୍ବୃତ୍ତମାନେ ହୁଣ୍ଡିବାକ୍ସ ଟଙ୍କା, ଆସବାବପତ୍ର ଓ ସୁନା ଅଳଙ୍କାର ଆଦି ଲୁଟି ନେଇଛନ୍ତି। ଖୋର୍ଦ୍ଧା ଶିଳ୍ପାଂଚଳ ଥାନା ଅନ୍ତର୍ଗତ ମହାପ୍ରଭୁଙ୍କ ଲୀଳାକ୍ଷେତ୍ର ଗଡ଼ଖୋର୍ଦ୍ଧା ଶ୍ରୀଜଗନ୍ନାଥ ମନ୍ଦିରରୁ ଚୋରି ହୋଇଛି। ଗତକାଲି ମନ୍ଦିର ପାର୍ଶ୍ବ ଗ୍ରିଲ ତାଡ଼ି ଭିତରେ ପଶି ହୁଣ୍ଡିବାକ୍ସ ତାଡ଼ି ଲକ୍ଷାଧିକ ଟଙ୍କା, ୩ଟି ଆଲମିରା ତାଡ଼ି ଆସବାବପତ୍ର, ଅଷ୍ଟଧାତୁର ଶ୍ରୀରାଧାପାଦ, ଏବଂ ନଗଦ ୪ ହଜାର ଟଙ୍କା ଲୁଟି ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe