ଜୟପୁରରେ ଯୁବକଙ୍କୁ ଛୁରାମାଡ଼

Advertisment
ଜୟପୁରରେ ଯୁବକଙ୍କୁ ଛୁରାମାଡ଼

ଜୟପୁର: ଧନତେରାସ ସମୟରେ କୋରାପୁଟ ଜିଲ୍ଲା ଜୟପୁର ସହରରେ ଅସମ୍ଭବ ଭିଡ଼ ପରିଲକ୍ଷିତ ହେଉଥିବାବେଳେ ଜଣେ ଯୁବକଙ୍କୁ ହୋଇଛି ଛୁରାମାଡ଼। ଯୁବକ ଜଣକଙ୍କ ହେଲେ ସହରର ପୂର୍ଣ୍ଣଚନ୍ଦ୍ର ବୋଲି ଜଣାପଡିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମେଡିକାଲରେ ଭର୍ତି ହୋଇଛନ୍ତି। ସ୍ଥାନୀୟ ତାରିଣୀ ଛକ ନିକଟ ଏହି ଘଟଣା ଘଟିଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଁଚିଥିବା ଜଣାପଡିଛି। ତେବେ କିଏ ଯୁବକଙ୍କୁ ଛୁରାମାଡ଼ କଲା ତାହା ଜଣାପଡିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe