କୋରାପୁଟ ଝାଡ଼ାବାନ୍ତିରେ ୩୬ ଆକ୍ରାନ୍ତ, ଏବେ ସୁସ୍ଥ ଥିବା ସୂଚନା

Advertisment
କୋରାପୁଟ ଝାଡ଼ାବାନ୍ତିରେ ୩୬ ଆକ୍ରାନ୍ତ, ଏବେ ସୁସ୍ଥ ଥିବା ସୂଚନା

କୋରାପୁଟ: କୋରାପୁଟ ଜ଼ିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ସୁଵାଈ ଗ୍ରାମରେ ଝାଡ଼ାବାନ୍ତିରେ ୩୬ ଜଣ ଆକ୍ରାନ୍ତ ହୋଇଥିବାର ଖବର ମିଳିଛି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନେ ଏବେ ସୁସ୍ଥ ଥିବା ଜଣାଯାଇଛି। ଉକ୍ତ ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ ଟିମ ଗ୍ରାମବାସୀମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହିତ ନଜର ରଖିଛି। କେଉଁ କାରଣରୁ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଲା ସେ ନେଇ ତଦନ୍ତ କରାଯାଉଛି ବୋଲି  ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁଧାଂଶୁ କୁମାର ଗିରି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe