କୋରାପୁଟ: ନବମ ଶ୍ରେଣୀ ଛାତ୍ରୀଙ୍କୁ ୪ଜଣ ଯବାନଙ୍କ ଗଣଦୁଷ୍କର୍ମ ଅଭିଯୋଗ

Advertisment
କୋରାପୁଟ: ନବମ ଶ୍ରେଣୀ ଛାତ୍ରୀଙ୍କୁ ୪ଜଣ ଯବାନଙ୍କ ଗଣଦୁଷ୍କର୍ମ ଅଭିଯୋଗ

କୋରାପୁଟ: ଜୟପୁର ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ୪ଜଣ ବିଏସଏଫ୍‌ ଯବାନ ଗଣଦୁଷ୍କର୍ମ କରିଥିବା ପଟାଙ୍ଗୀ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ କୋବ୍ରା ବାଟାଲିୟନର ୪ ଜଣ ଯବାନ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କୁନ୍ଦୁଲି ସେବାସିତମ ସ୍କୁଲର ଛାତ୍ରୀଙ୍କୁ ସୋରିଷପଦର ଗାଁ ନିକଟସ୍ଥ ଜଙ୍ଗଲରେ ୪ ଜଣ ଯବାନଙ୍କ ଦ୍ୱାରା ଗଣଦୁଷ୍କର୍ମ ସମ୍ପର୍କରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ପୀଡ଼ିତାଙ୍କୁ ମେଡିକାଲ ପରୀକ୍ଷା ପାଇଁ କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe