କୋରାପୁଟ: କୋରାପୁଟ ଜିଲ୍ଲାର ସେମିଳିଗୁଡା କଲେଜ ଯିବା ରାସ୍ତାରେ ଥିବା ଏକ କଲଭର୍ଟ ତଳେ ଭାଲୁ ଛୁଆ ଦେଇଥିବା ଜଣାପଡ଼ିଛି। ବନ ବିଭାଗ କର୍ମଚାରୀ ଉକ୍ତ ସ୍ଥାନରେ ଜଗି ରହି ଭାଲୁର ଗତିଵିଧି ଉପରେ ନଜର ରଖିଛନ୍ତି। ଦୟାକରି ଉକ୍ତ ସ୍ଥାନ ଦେଇ ଯାତାୟାତ କରିବା ସମୟରେ ଯଥେଷ୍ଟ ସାବଧାନତା ଅବଲମ୍ବନ କରନ୍ତୁ ବୋଲି ସେଠାରେ ଏକ ବୋର୍ଡ ଲଗାଯାଇଛି।
କଲଭର୍ଟ ତଳେ ଛୁଆ ଦେଲା ଭାଲୁ
Advertisment
Follow Us