ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ଭୋଟ : ଜାଣନ୍ତୁ କୋରାପୁଟ ଲୋକସଭା ଓ ଏହା ଅନ୍ତର୍ଗତ ୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ କିଏ ଲଢ଼ୁଛନ୍ତି କେଉଁ ଦଳରୁ

Advertisment
ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ଭୋଟ : ଜାଣନ୍ତୁ କୋରାପୁଟ ଲୋକସଭା ଓ  ଏହା ଅନ୍ତର୍ଗତ ୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ କିଏ ଲଢ଼ୁଛନ୍ତି କେଉଁ ଦଳରୁ

ଆସନ୍ତାକାଲି ଦକ୍ଷିଣ ଓଡ଼ିଶାର ଚାରୋଟି ଲୋକସଭା ଏବଂ ସେଥି ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ସେଠାରେ ୨୬ଟି ଲୋକସଭା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୬୦ ଲକ୍ଷ ଭୋଟର୍‌। ସେହିପରି ୭ ବିଧାନସଭା ଆସନରେ ଲଢ଼ୁଥିବା ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିଦ୍ଧାରଣ ହେବ କାଲି।

ଆସନ୍ତୁ ଦେଖିବା କୋରାପୁଟ ଲୋକସଭା ଏବଂ ଏହା ଅନ୍ତର୍ଗତ ଗୁଣୁପୁର, ପଟାଙ୍ଗୀ, କୋରାପୁଟ, ଜୟପୁର, ବିଷମ କଟକ, ରାୟଗଡ଼ା ଓ ଲକ୍ଷ୍ମୀପୁର ବିଧାନସଭା ଆସନରୁ କେଉଁ ପ୍ରମୁଖ ଦଳର ପ୍ରାର୍ଥୀ କେଉଁଠୁ ଲଢୁଛନ୍ତି।

publive-image

publive-image

publive-image

publive-image

publive-image

publive-image

publive-image

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe