ଉମୁଲାପୁଟରେ ଅବକାରୀ ବିଭାଗର କର୍ମଚାରୀଙ୍କୁ ଅଟକ ରଖି ଗାଡ଼ି ଭଙ୍ଗାରୁଜା କଲେ ଗ୍ରାମବାସୀ

Advertisment
ଉମୁଲାପୁଟରେ ଅବକାରୀ ବିଭାଗର କର୍ମଚାରୀଙ୍କୁ ଅଟକ ରଖି ଗାଡ଼ି ଭଙ୍ଗାରୁଜା କଲେ ଗ୍ରାମବାସୀ

କୋରାପୁଟ: କୋଟପୁଟ ଜିଲାର ଓଡ଼ିଶା ଆନ୍ଧ୍ର ସୀମାନ୍ତ ପାଡୁଆ ଥାନା ଅନ୍ତର୍ଗତ ପରଜା ବଡ଼ପଡା ଗ୍ରାମ ପଂଚାୟତର ଉମୁଲାପୁଟ ଗ୍ରାମରେ ରାତ୍ରିରେ ଅତର୍କିତ ଚଢ଼ାଉ ପାଇଁ ଯାଇଥିବା ଅବକାରୀ ଦଳକୁ ଗ୍ରାମବାସୀ ଅଟକ ରଖିବା ସହ ଗାଡ଼ି  ଭଙ୍ଗାରୁଜା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ସେପଟେ ଖବର ପାଇ ପାଡୁଆ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ପୁଲିସ୍‌ ସେଠାରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିବା ବେଳେ ଅବକାରୀ ବିଭାଗର କର୍ମଚାରୀଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe