କୋରାପୁଟ: ମାଓବାଦୀ ସଂଗଠନ ବିରୁଦ୍ଧରେ ପୋଷ୍ଟର

କୋରାପୁଟ: ମାଓବାଦୀ ସଂଗଠନ ବିରୁଦ୍ଧରେ ପୋଷ୍ଟର

କୋରାପୁଟ: ମାଓବାଦୀ ସଂଗଠନ ବିରୁଦ୍ଧରେ କୋରାପୁଟ ଜିଲ୍ଲାର ପାଡୁଆ ଓ ନନ୍ଦପୁର ଅଞ୍ଚଳରେ ଲାଗିଛି ପୋଷ୍ଟର। ବିଚ୍ଛିନ୍ନତା ଉନ୍ନୟନ ସଂଘ ମାଲକାନଗିରି ନାମରେ ଏହି  ପୋଷ୍ଟର ମରାଯାଇଛି। ଏଥିରେ ମାଓବାଦୀମାନେ ବିକାଶ ବିରୋଧୀ ଓ ଆଦିବାସୀମାନଙ୍କୁ ମିଛରେ ପୁଲିସ ଇନଫରମର କହି ହତ୍ୟା କରୁଥିଵା ଘଟଣାକୁ ନିନ୍ଦା କରାଯାଇଛି।
ମାଓବାଦୀ ଓ ମାଓ ମିଲେସିଆଙ୍କ ବିରୋଧରେ ଆଦିବାସୀମାନେ ଏକାଠି ହୋଇ ଲଢ଼ିବାକୁ ପୋଷ୍ଟରରେ ଉଲ୍ଳେଖ ରହିଛି। କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe