କୋରାପୁଟ: ଚିକିତ୍ସା ବେଳେ ବିଚାରଧୀନ କଏଦୀ ହସ୍ପିଟାଲରୁ ଫେରାର

Advertisment
କୋରାପୁଟ: ଚିକିତ୍ସା ବେଳେ ବିଚାରଧୀନ କଏଦୀ ହସ୍ପିଟାଲରୁ ଫେରାର

ଜୟପୁର: ଜୟପୁର ଉପ-କାରାଗାରର ବିଚାରଧୀନ କଏଦୀ ନରସିଂହ ସଗରିଆ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମଙ୍ଗଳବାର ଫେରାର ହୋଇ ଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ସଗରିଆ ବୈପାରିଗୁଡ଼ା ଥାନାରୁ ହତ୍ୟା ଉଦ୍ୟମ ମାମଲାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲା। କାରାଗାରରେ ନରସିଂହ ନିଜ ଗୁପ୍ତାଙ୍ଗ କାଟିଥିବା ଯୋଗୁଁ ତା’ର ଚିକିତ୍ସା ପାଇଁ ହସ୍ପିଟାଲ ଅଣାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe