ବିଷାକ୍ତ କୀଟ କାମୁଡ଼ାରେ ଶ୍ରମିକ ମୃତ

Advertisment
ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ସନ୍ଦେହ

PNGkit

ବୁଗୁଡ଼ା: ଗଂଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ ପଙ୍କଳବାଡ଼ି ଗ୍ରାମର ଜଣେ ଶ୍ରମିକ ବିଷାକ୍ତ କୀଟ କାମୁଡ଼ାର ପ୍ରାଣ ହରାଇଥିବା ଜଣାପଡ଼ିଛି। ମୃତକ ହେଲେ ନୀର ନାୟକ(୫୫)। ନୀର ଆଜି ସନ୍ଧ୍ୟାରେ ଘରେ ମୁଷା ଗାତରୁ ମାଟି ବାହାର କରୁଥିଲେ। ଏହି ସମୟରେ ତାଙ୍କ ଡାହାଣ ହାତ ଅଙ୍ଗୁଳିକୁ ଏକ ବିଷାକ୍ତ କୀଟ କାମୁଡ଼ି ଦେଇଥିଲା। ତେବେ ସେ ସେଠାରୁ ସାଇକେଲରେ ଶ୍ବଶୂର ଘର ମାଣିକପୁରକୁ ଯାଇ ଏହି ଘଟଣା ସଂପର୍କରେ କହି ସେଠାରେ ଅଚେତ ହୋଇଯାଇଥିଲେ। ତାଙ୍କୁ ବୁଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe