ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ 

Advertisment
ବିଦ୍ୟୁତ ଆଘାତରେ ଚାଲିଗଲା ଶ୍ରମିକର ଜୀବନ

ବାଲିପାଟଣା : ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନା ବଦଳା କଳାମାଟି ଗ୍ରାମ‌ରେ ଜଣେ ମହିଳାଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାମ କବିତା ସ୍ବାଇଁ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବିଜୟ ସ୍ୱାଇଁଙ୍କ ପତ୍ନୀ କବିତା ସ୍ୱାଇଁଙ୍କ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି । ଅସାବଧାନତା ଯୋଗୁଁ କବିତାଙ୍କୁ କରେଣ୍ଟ ମାରିଥିଲା।  ଫଳରେ ସେ ଘଟଣା ସ୍ଥଳରେ ଛିଟିକି ପଡିଥିଲେ | ଗୁରୁତର ଅବସ୍ଥାରେ ତାଙ୍କୁ ନିମାପଡା ମେଡିକାଲକୁ ନିଆ ଯାଇଥିଲା | ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଚାରିଛକ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ହୋଇଥିବା ସୂଚନା ମିଳିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe