ବ୍ରିଜ୍ ତଳକୁ ଝୁଲି ରହିଲା ଲକ୍ଷ୍ମୀ ବସ୍

ବାଲେଶ୍ବର ଜିଲ୍ଲା ସହଦେବ ଖୁଣ୍ଟାରେ ବ୍ରିଜ୍ ତଳକୁ ଲକ୍ଷ୍ମୀ ବସ୍ ଝୁଲି ରହିଛି। ଏକ ଓଭର ବ୍ରିଜ୍ ଉପରୁ ଲକ୍ଷ୍ମୀ ବସ୍ ଝୁଲି ରହିଛି। ଯାତ୍ରୀଙ୍କୁ ଛାଡ଼ି ଫେରୁଥିବାବେଳେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ତେବେ ବସ୍‌ରେ କେହି ଯାତ୍ରୀ ନ ଥିଲେ...

16ammznxa

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ସହଦେବ ଖୁଣ୍ଟାରେ ବ୍ରିଜ୍ ତଳକୁ ଲକ୍ଷ୍ମୀ ବସ୍ ଝୁଲି ରହିଛି। ଏକ ଓଭର ବ୍ରିଜ୍ ଉପରୁ ଲକ୍ଷ୍ମୀ ବସ୍ ଝୁଲି ରହିଛି। ଯାତ୍ରୀଙ୍କୁ ଛାଡ଼ି ଫେରୁଥିବାବେଳେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ତେବେ ବସ୍‌ରେ କେହି ଯାତ୍ରୀ ନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe