ନରସିଂହପୁର: କଟକ ଜିଲ୍ଲା ସୁରକ୍ଷାକୁ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଏନ୍ଏସ୍ ୧୬୩(୨) ଧାରା ଲାଗୁ ହୋଇଛି । ଆଇନଜୀବୀ ସଂଘ ଓ ତହସିଲଦାରଙ୍କ ବିବାଦ ନେଇ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଲାଗି ୧୬୩ ଧାରା ଲାଗୁ ହୋଇଛି।
ତହସିଲଦାରଙ୍କ ବଦଳି ପାଇଁ ଆଇନଜୀବୀ ସଂଘ ପକ୍ଷରୁ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିଲା। କିନ୍ତୁ ଜିଲ୍ଲା ପ୍ରଶାସନ ଏନେଇ ଉଦାସୀନ ରହୁଥିବା ଆଇନଜୀବୀ ସଂଘ ପକ୍ଷରୁ ଅଭିଯୋଗ ହୋଇଛି।
ଏହାକୁ ନେଇ ଗୁରୁବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆଇନଜୀବୀ ସଂଘ ଧାରଣା ଦେବ ବୋଲି ଘୋଷଣା କରିଥିଲା।
ଅଧିକ ପଢ଼ନ୍ତୁ:ଏଥର ଐତିହାସିକ ବାଲିଯାତ୍ରା ଜାରି ରହିବ ୮ ଦିନ
ଅଧିକ ପଢ଼ନ୍ତୁ:ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ ପ୍ରସଙ୍ଗ: ସରକାର ମୁହଁ ଖୋଲୁନାହାନ୍ତି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)