ସୁନ୍ଦରଗଡ଼: ଗଛ ତଳେ ଖେଳୁଥିବା ବେଳେ ବଜ୍ରପାତ, ଜଣେ ମୃତ

Advertisment
ଝାରସୁଗୁଡା: ବଜ୍ରପାତରେ ଜଣେ ମୃତ, ତିନି ଜଣ ଆହତ 

APN Live

ସୁନ୍ଦରଗଡ଼: ସଦର ଥାନା ଅନ୍ତର୍ଗତ ସୁବଳୟା ଗାଁରେ ଶନିବାର ଦୁଃଖଦ ଘଟଣା ଘଟିଛି। ଗଛ ତଳେ ଖେଳୁଥିବା ବେଳେ ବଜ୍ରାଘାତ ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ମୌସୁମ ନାଏକ (୮ବର୍ଷ)। ଏହି ଘଟଣାରେ ନିଳିମା ନାଏକ, ଶୁଭମ କିଷାନ ଓ ଯଶୋଦା ପ୍ରଧାନଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe