କଳାହାଣ୍ଡି: ବଜ୍ରପାତରେ ୨ ମହିଳା ମୃତ

Advertisment
ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରାଘାତ, ୨ ଯାଆ ସମେତ ୩ ମହିଳା ମୃତ

ଧର୍ମଗଡ଼: ଗାଁ ପୋଖରୀ ନିକଟରେ ଥିବା ପରିବା ବାଡ଼ିରୁ ଶାଗ ତୋଳିବାକୁ ଯାଇଥିବା ୨ ଜଣ ମହିଳା ଗୁରୁବାର ବଜ୍ରପାତରେ ପ୍ରାଣ ହରାଇଛନ୍ତି। ସୂଚନା ଅନୁସାରେ ଧର୍ମଗଡ଼ ବ୍ଲକର ବେହେରା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ମହିଳା ଦ୍ୱୟ ହେଲେ ଜୟମନି ଗୋପାଳ (୩୫) ଓ ଭୂମିସୂତା ଗୋପାଳ (୪୦)। ଉଭୟ ମହିଳା ଆଜି ଅପରାହ୍ଣ ପ୍ରାୟ ସାଢ଼େ ୪ଟାରେ ଶାଗ ତୋଳିବାକୁ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe