ଏଟିଏମ୍‌ ଭାଙ୍ଗି ଟଙ୍କା ଲୁଟ୍‌ ଉଦ୍ୟମ

କାନ୍ଥ ଭାଙ୍ଗି ଏଟିଏମ ଲୁଟ୍

The Sentinel Assam

ସିଂହପୁର: ବିଂଝାରପୁର ଥାନା ଅନ୍ତର୍ଗତ ସିଂହପୁର ବଜାରରେ ଥିବା ବ୍ୟାଙ୍କ ଅଫ ବରୋଦାର ଏଟିଏମ୍‌ ଭାଙ୍ଗି ଗତକାଲି ରାତିରେ ଲୁଟ୍‌ ଉଦ୍ୟମ ହୋଇଛି। ମେସିନ ଭଙ୍ଗା ହୋଇଥିଲେ ହେଁ ଟଙ୍କା ନେବାରେ ଲୁଟେରାମାନେ ବିଫଳ ହୋଇଛନ୍ତି। ଶୁକ୍ରବାର ମଧ୍ୟାହ୍ନରେ ଯାଜପୁର ଏସଡିପିଓ ସତ୍ୟବ୍ରତ ଲେଙ୍କା, ବିଂଝାରପୁର ଥାନା ଆଇଆଇସି ଶଙ୍କର୍ଷଣ ଦଳାଇ ପହଞ୍ଚି ତଦନ୍ତ କରିଛନ୍ତି। ନିୟମିତ ପାଟ୍ରୋଲିଂ କରାଯାଉ ନଥିବାରୁ ଏଭଳି ଲୁଟ୍‌ ଓ ଅପରାଧ ଘଟଣା ବଢୁଥିବା ସ୍ଥାନୀୟ ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe