ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଛୁଆଁ ମହାସ୍ନାନ, ୨୦ ମିନିଟ ଅଟକିଲା ଦର୍ଶନ

ସେବକଙ୍କ ପାଇଁ ବିପଦ ସାଜିଛି ଶ୍ରୀମନ୍ଦିର ରୋଷ ଅଗଣା

Sambad English

ପୁରୀ : ଆଜି ଶ୍ରୀମନ୍ଦିରରେ ଜଣେ ସେବକ ରତ୍ନସିଂହାସନରେ ମୁଣ୍ଡିଆ ମାରିବା ସମୟରେ ମହାପ୍ରଭୁଙ୍କ ବାଡ ପାଳିଆ ପୁଷ୍ପାଳକଙ୍କ ଗୋଡ଼ରେ ବାଜି ଯିବାରୁ ଶ୍ରୀଜୀଉଙ୍କ ଛୁଆଁ ମହାସ୍ନାନ କରାଯାଇଥିଲା । ଏହି ମହାସ୍ନାନ ନୀତି ସଂଧ୍ୟା ୭ଟା ୨୫ରୁ ୭ଟା ୪୦ ମିନିଟ ମଧ୍ୟରେ ସମାପନ ହୋଇଥିଲା । ସେଥିପାଇଁ ଦର୍ଶନ ପ୍ରାୟ୧୫/୨୦ମିନିଟ ବନ୍ଦ ରହିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe