ମାଲକାନଗିରି: ଆଜି ସକାଳେ ମାଲକାନଗିରିର ଚିତ୍ରକୋଣ୍ଡା ବ୍ଲକ୍ର ବିଚ୍ଛିନ୍ନାଞ୍ଚଳ ଦେଇ ଯାଇଥିବା ଏସାର କମ୍ପାନିର ପାଇପକୁ ମାଓମାଦୀମାନେ କାଟି ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଛତିଶଗଡ଼ର ସୁକମାରୁ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ଦେଇ ବିଶାଖାପାଟଣା ପର୍ଯ୍ୟନ୍ତ ଏସାର କମ୍ପାନିର ଲୁହାପଥର ପରିବହନ ପାଇଁ ପାଇପ ବିଛାଯାଇଛି। ତେବେ ଗତକାଲି ରାତିରେ ମାଓବାଦୀମାନେ ଏହି ପାଇପ ଲାଇନକୁ କାଟି ଦେଇଛନ୍ତି।
ମାଲକାନଗିରି: ଏସାର କମ୍ପାନି ପାଇପ ଲାଇନ୍ କାଟିଦେଲେ ମାଓବାଦୀ
Advertisment
Follow Us