Advertisment

200 turtles: ୨୦୦ ଜୀବନ୍ତ କଇଁଛ ସହ ବୋଲେରୋ ଗାଡି ଜବତ, ମାଫିଆ ଫେରାର

Advertisment

ଆଜି କାଲିମେଳା ଓ ଏମଭି ୭୯ ବନ ବିଭାଗର ଏକ ମିଳିତ ଚଢ଼ାଉରେ ମିଳିଛି ସଫଳତା | ବିକ୍ରି ପୂର୍ବରୁ ଜବତ ହେଲା ୨୦୦ ଜୀବନ୍ତ କଇଁଛ |କୁର୍ତ୍ତୀ ସେକ୍ସନ ଅନ୍ତର୍ଗତ ଏମଭି ୬୨ ଗ୍ରାମ ନିକଟରେ ଥିବା ଏକ ଜଙ୍ଗଲରେ ଏକ ବୋଲେରୋ ଗାଡି ଭିତରେ ଅଖା ବସ୍ତାରେ ଲୁଚେଇ ରଖା ଯାଇଥିବା ୨୦୦ ଜୀବନ୍ତ କଇଁଛକୁ ବନ ବିଭାଗ ଜବତ କରିଥିବାର ସୂଚନା ମିଳିଛି |

WhatsApp Image 2026-03-02 at 16.16.27

କାଲିମେଳା: ଆଜି କାଲିମେଳା ଓ ଏମଭି ୭୯ ବନ ବିଭାଗର ଏକ ମିଳିତ ଚଢ଼ାଉରେ ମିଳିଛି ସଫଳତା | ବିକ୍ରି ପୂର୍ବରୁ ଜବତ ହେଲା ୨୦୦ ଜୀବନ୍ତ କଇଁଛ |କୁର୍ତ୍ତୀ ସେକ୍ସନ ଅନ୍ତର୍ଗତ ଏମଭି ୬୨ ଗ୍ରାମ ନିକଟରେ ଥିବା ଏକ ଜଙ୍ଗଲରେ ଏକ ବୋଲେରୋ ଗାଡି ଭିତରେ ଅଖା ବସ୍ତାରେ ଲୁଚେଇ ରଖା ଯାଇଥିବା ୨୦୦ ଜୀବନ୍ତ କଇଁଛକୁ ବନ ବିଭାଗ ଜବତ କରିଥିବାର ସୂଚନା ମିଳିଛି |

ଯେଉଁ ବୋଲେରୋ ଗାଡ଼ିରେ ଏହି କଇଁଛ ବିକ୍ରି କରିବାକୁ ଆସିଥିଲା ସେ ଗାଡିକୁ ବନବିଭାଗ ଜବତ କରିଥିଲେ ମଧ୍ୟ ଗାଡି ଛାଡି ମାଫିଆ ଘଟଣାସ୍ଥଳରୁ ଫେରାର ହୋଇଯାଇଛି | ଏହି ସବୁ କଇଁଛ ଆନ୍ଧ୍ରପ୍ରଦେଶରୁ ଏମଭି ୬୨ ଗ୍ରାମକୁ ଆସୁଥିଲା | ଏହି ସବୁ କଇଁଛକୁ ମାଫିଆମାନେ କମ ମୂଲ୍ୟରେ କିଣି ଜିଲ୍ଲାରେ ଚଢା ଦରରେ ବିକ୍ରି କରିଥାନ୍ତେ | ଜବତ କଇଁଛର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ବନବିଭାଗ ସୂତ୍ରରୁ ଜଣା ପଡିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe