ଶିଖାପାଲି ଆବାସିକ ସ୍କୁଲ ଛାତ୍ରୀ ମୃତ୍ୟୁ ଘଟଣା: ପ୍ରଧାନଶିକ୍ଷକ ସମେତ ୫ ନିଳମ୍ବିତ

Advertisment
ଶିଖାପାଲି ଆବାସିକ ସ୍କୁଲ ଛାତ୍ରୀ ମୃତ୍ୟୁ ଘଟଣା: ପ୍ରଧାନଶିକ୍ଷକ ସମେତ ୫ ନିଳମ୍ବିତ

ମାଲକାନଗିରି: ଶିଖାପାଲି ସେବାଶ୍ରମ ଛାତ୍ରୀ ମୃତ୍ୟୁ ଘଟଣାରେ ଶନିବାର ପ୍ରଧାନଶିକ୍ଷକଙ୍କ ସମେତ ୫ ଜଣଙ୍କୁ ଜିଲ୍ଲାପାଳ ନିଳମ୍ବନ କରିଛନ୍ତି। ଏହି ଘଟଣାରେ ୨ଜଣ ଶିକ୍ଷକ, ଓ୍ଵାଡେନ, ନାଇଟ ଓ୍ଵାଚମ୍ୟାନ୍‌ ମଧ୍ୟ ନିଳମ୍ବନ ହୋଇଛନ୍ତି। ଛାତ୍ରୀଙ୍କ ମୃତ୍ୟୁ ପରେ ଆଜି ପ୍ରଧାନଶିକ୍ଷକଙ୍କ ଗିରଫ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe