କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ବିମାନ ଯାଞ୍ଚ

Advertisment
କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ବିମାନ ଯାଞ୍ଚ

ମାଲକାନଗିରି: କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ବିମାନ ଯାଞ୍ଚ କରାଯାଇଥିବାର ଖବର ମିଳିଛି। ବିଚ୍ କ୍ରାଫ୍ଟ ୨୦୦କୁ ତନ୍ନ ତନ୍ନ କରି ଯାଞ୍ଚ କିଛି ଫ୍ଲାଇଂ ସ୍କ୍ୱାର୍ଡ। ଆଜି ଏକ ସ୍ୱତନ୍ତ୍ର ବିମାନରେ ମାଲକାନଗିରିରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ବିଶ୍ୱେଶ୍ୱର ଟୁଡୁ ମାଲ୍କାନଗିରିରେ ପହଞ୍ଚିବା ପରେ ତାଙ୍କ ବିମାନ ଯାଞ୍ଚ କରିଥିଲେ ଫ୍ଲାଇଂ ସ୍କ୍ୱାର୍ଡ।  ମାଲକାନଗିରି ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମିଶ୍ରଣ ପର୍ବ ସହ ରୋଡ୍ ସୋ’ରେ ସାମିଲ ହେବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe