କାଲିମେଳାରେ କରୋନା କଟକଣାକୁ ଫୁ, ବେଧଡକ ଚାଲିଛି ଜୁଆଖେଳ

Advertisment
କାଲିମେଳାରେ କରୋନା କଟକଣାକୁ ଫୁ, ବେଧଡକ ଚାଲିଛି ଜୁଆଖେଳ

କାଲିମେଳା: ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଛି ସତ କିନ୍ତୁ ଆଶଙ୍କା ଶତ ପ୍ରତିଶତ କମି ନାହିଁ। ଏହି ସମୟରେ କରୋନା କଟକଣାକୁ ଫୁ କରି କାଲିମେଳା ବ୍ଲକର ବିଭିନ୍ନ ସ୍ଥାନରେ ଜୁଆଖେଳ ଏବେ ଜୋରସୋରରେ ଚାଲିଛି। ଯୁଆଖେଳ ବେଳର ଏକ ଭିଡିଓ ନିକଟରେ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ଅନେକ ଲୋକ ଯୁଆଖେଳର ମଜା ନେଉଥିବାର ଦେଖିବାକୁ ମିଳିଛି। ଲକ୍ଷ ଲକ୍ଷ ଟଙ୍କା ବାଜିରେ ଲାଗୁଛି। ଯୁବବର୍ଗ ସହିତ ବିଭିନ୍ନ ବର୍ଗର ଲୋକମାନେ ଏହି ଖେଳ ଖେଳୁଥିବାର ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe