ମାଲକାନଗିରି: ମାଓନେତା ଶ୍ରୀରାମୁଲୁ ଶ୍ରୀନିବାସ ମଙ୍ଗଳବାର ହାଇଦ୍ରାବାଦରୁ ଗିରଫ ହୋଇଛି। ଗୁୁଜୁରାଟ ଏଟିଏସ୍ ଦ୍ୱାରା ଶ୍ରୀରାମୁଲୁ ଗିରଫ ହୋଇଛି। ସୁରଟ ଅଞ୍ଚଳରେ ମାଓ ଗତିବିଧି ଅଭିଯୋଗରେ ସେ ଗିରଫ ହୋଇଥିବା ଜଣାପଡ଼ିଛି। ଜିଲ୍ଲାପାଳ ଭିନିଲ କ୍ରିଷ୍ଣାଙ୍କ ଅପହରଣବେଳେ ଜେଲରୁ ମୁକୁଳିଥିଲା।
କୁଖ୍ୟାତ ମାଓନେତା ଶ୍ରୀରାମୁଲୁ ଶ୍ରୀନିବାସ ଗିରଫ
Advertisment
Follow Us