କରୋନାରେ ମାଓ କମାଣ୍ଡରର ମୃତ୍ୟୁ, ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିବା ୩ ମାଓବାଦୀ ଗିରଫ

Advertisment
କରୋନାରେ ମାଓ କମାଣ୍ଡରର ମୃତ୍ୟୁ, ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିବା ୩ ମାଓବାଦୀ ଗିରଫ
ମାଲକାନଗିରି : କରୋନା ନେଲା ଆଉ ଏକ ମାଓ କୋମାଣ୍ଡରର ଜୀବନ।ମୃତ ମାଓବାଦୀ ନାଁ କୋର୍ସା ଗଙ୍ଗା। ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ରେ ମାଓ କମାଣ୍ଡରଙ୍କୁ ଦୀର୍ଘ ଦିନ ହେଲା ଜ୍ୱର ହେଉଥିବାରୁ ୩ ମାଓବାଦୀ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତି କରିଥିଲେ।ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ମାଓ କମାଣ୍ଡର କୋର୍ସା ଗଙ୍ଗାଙ୍କ ମୃତ୍ୟୁ ହୋଇଛି। କୋର୍ସା ଗଙ୍ଗା ଙ୍କୁ ହୋଇଥିଲା କରୋନା ସଂକ୍ରମଣ।ମେଡିକାଲ ରେ ଭର୍ତି କରିବା ପରେ ଡାକ୍ତର ତାଙ୍କର କୋଭିଡ ପରୀକ୍ଷା କରିଥିଲେ।ମାଓ କମଣ୍ଡରକୁ ସାଥିରେ ଆଣିଥିବା ୩ ମାଓବାଦୀଙ୍କୁ ପୋଲିସ ଗିରଫ କରିଛି। ସୂଚନା ଦେଇଛନ୍ତି କୋତଗୁଡ଼େମ ଏସପି ସୁନୀଲ ଦତ୍ତ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe