ଜମି ବିବାଦକୁ ନେଇ ୩୨୬ ନଂ ଜାତୀୟ ରାଜପଥ ଅବରୋଧ

ଜମି ବିବାଦକୁ ନେଇ ୩୨୬ ନଂ ଜାତୀୟ ରାଜପଥ ଅବରୋଧ

ମାଲକାନଗିରି: ଜମି ବିବାଦକୁ ନେଇ ୩୨୬ ନଂ ଜାତୀୟ ରାଜପଥ ଅବରୋଧ କରାଯାଇଛି। ମାଲକାନଗିରି ଜିଲ୍ଲାର କାଲିମେଳା ଏମଭି ୧୨୬ ଠାରେ ଟାୟାର ଜାଳି  ଜାତୀୟ ରାଜପଥ ଅବରୋଧ କରିଛନ୍ତି ଗ୍ରାମବାସୀ। ଏହାଫଳରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ଜାକଲକୁଣ୍ଡି ମୌଜାର ସରକାରୀ ଜମିକୁ ନେଇ ବିବାଦ। ଉପୁଜିଛି।

କିଛି ଗ୍ରାମବାସୀଙ୍କ ଦଖଲ ଜମିକୁ ରାତାରାତି ଅନ୍ୟ ସମ୍ପ୍ରଦାୟର ଲୋକେ ମାଡ଼ି ବସିଥିବା ଅଭିଯୋଗ ହେବା ପରେ ପ୍ରତିବାଦସ୍ବରୂପ ଗ୍ରାମବାସୀ ୩୨୬ ନଂ ଜାତୀୟ ରାଜପଥ ଅବରୋଧ କରିଥିବାର ସୂଚନା ମିଳିଛି। ଘଟଣାସ୍ଥଳରେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe