ଭଦ୍ରକ: ଆଜି ସକାଳେ କଟକ କେନ୍ଦ୍ରୀୟ ଅବକାରୀ ବିଭାଗର କର୍ମଚାରୀମାନେ ଭଦ୍ରକ ସୁପର କଲୋନିରେ ଚଢ଼ାଉ କରି ଜଣେ ଯୁବକଙ୍କୁ ଗିରଫ କରିବା ସହିତ ତାଙ୍କ ଠାରୁ ୨୦ ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ କରିଛନ୍ତି। ଗିରଫ ଯୁବକ ଜଣକ ହେଉଛନ୍ତି ସନ୍ତୋଷ ମୁଖୀ। ଜବତ ବ୍ରାଉନ୍ ସୁଗାରର ମୂଲ୍ୟ ୨ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ଅନୁମାନ କରୁଛି।
ଭଦ୍ରକ: ୨୦ ଗ୍ରାମ ବ୍ରାଉନ୍ ସୁଗାର ସହିତ ଯୁବକ ଗିରଫ
Advertisment
Follow Us