ମାଲକାନଗିରି: ବିଚାରଧୀନ କଏଦୀଙ୍କ ମୃତ୍ୟୁ

Advertisment
ମାଲକାନଗିରି: ବିଚାରଧୀନ କଏଦୀଙ୍କ ମୃତ୍ୟୁ
ମାଲକାନଗିରି: ୨୦୧୮ ମସିହାରୁ ନକ୍ସଲ ଘଟଣାରେ ସମ୍ପୃକ୍ତ ହୋଇ ମାଲକାନଗିରି ଉପକାରାଗାରରେ ବିଚାରଧୀନ କଏଦୀ ଭାବେ ରହୁଥିଲେ। ଆଜି ତାଙ୍କର ମାଲକାନଗିରି ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ କଏଦୀଙ୍କ ନାମ ବାମନ କୁଂଜାମି (୨୭)। ଗତ କିଛି ଦିନ ହେଲା ସେ ରୋଗଗ୍ରସ୍ତ ହୋଇ ଚିକିତ୍ସିତ ହଉଥିଲେ। ଆଜି ସେ ଗୁରୁତର ହେବାରୁ ମାଲକାନଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ନକ୍ସଲ ସହ ସମ୍ପୃକ୍ତ ଥିବା ନେଇ ମାଥିଲି ପୁଲିସ ଗିରଫ କରିଥିଲା। ସେ ଦୀର୍ଘ ଦିନ ସେ ନକ୍ସଲ ସଂଘଠନରେ ସାମିଲ ଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe