ନୀଳଗିରି: ଆଜି ସକାଳେ ବାଲେଶ୍ୱର ଜିଲ୍ଲା ଗୋପିନାଥପୁର ଗାଁରୁ ପଥର ବୋଝେଇ କରି ଆସୁଥିବା ବେଳେ ସାଇଡିଂ ସାହି ନିକଟରେ ଏକ ଟ୍ରାକ୍ଟର ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ବାପି ସିଂହ(୨୬ ବର୍ଷ) ନାମକ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିିଛି। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇ ଯାଇଛି। ମୃତ ଯୁବକଙ୍କ ପରିବାରକୁ ଆବଶ୍ୟକ କ୍ଷତିପୂରଣ ପ୍ରଦାନ ଦାବିରେ ଲୋକେ ମିତ୍ରପୁର- ନୀଳଗିର ରାସ୍ତା ଅବରୋଧ କରିଛନ୍ତି।
ନୀଳଗିରି: ଟ୍ରାକ୍ଟର ଓଲଟି ଶ୍ରମିକ ମୃତ
Advertisment
Follow Us