ବାଲେଶ୍ୱର: ଦୁର୍ଘଟଣାରେ ଯୁବକ ମୃତ

Advertisment
ବାଲେଶ୍ୱର: ଦୁର୍ଘଟଣାରେ ଯୁବକ ମୃତ

ବାଲେଶ୍ୱର: ଆଜି ଅପରାହ୍‌ଣରେ ସଦର ଥାନା ଅନ୍ତର୍ଗତ ମଡର୍ଣ୍ଣ ଇଞ୍ଜିନିୟରିଂ କଲେଜ ନିକଟରେ ଏକ ଟ୍ରକ୍‌ ଧକ୍‌କାରେ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ଯୁବକ ଜଣକ ହେଉଛନ୍ତି ଚାନ୍ଦିପୁର ଥାନା ଅନ୍ତର୍ଗତ ମୁଲ୍ଲାନଗର ଗ୍ରାମର ରତ୍ନାକର ବେହେରାଙ୍କ ପୁଅ ଅକ୍ଷୟ ବେହେରା( ୨୫ ବର୍ଷ)। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌ଟିକୁ ଜବତ କରିବା ସହିତ ଶବ ବ୍ୟବଛେଦ ପାଇଁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe